ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରିକୁ ନେଇ ବିବାଦ

ଜାଣିନି ଅପାରଗ ମନ୍ଦିର ପ୍ରଶାସନ, ନିଯୋଗ; ବିବାଦରେ ଯୋଗାଣକାରୀ ସଂସ୍ଥା ପୁରୀ : ମହାପ୍ରଭୁଙ୍କ ମହାପ୍ରସାଦ କଣିକାଏ ପାଇଲେ କୋଟି ପୂଣ୍ୟ ମିଳିଥାଏ। ମହାପ୍ରସାଦ ପାଇବା ପାଇଁ ଶ୍ରୀକ୍ଷେତ୍ରକୁ ଦେଶ ବିଦେଶରୁ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତମାନେ ଛୁଟିଆସନ୍ତି। ହେଲେ ମହାପ୍ରଭୁଙ୍କ ଏହି ଦୁର୍ଲଭ ମହାପ୍ରସାଦକୁ ନେଇ କିଛି ଲାଭଖୋର ବ୍ୟକ୍ତି ବା ଅନୁଷ୍ଠାନ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବାକୁ ଉଦ୍ୟମ କରିଛନ୍ତି। ମହାପ୍ରଭୁଙ୍କ ଅବଢ଼ା ଓ ଶୁଖିଲା ଭୋଗ … Continue reading ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରିକୁ ନେଇ ବିବାଦ